Introduction to SABUTA NIJOG
SHREE MANDIR PANCHATIRTHA SEBAYAT SABUTA NIJOG ESTATE,PURI
ଶ୍ରୀ ମନ୍ଦିର ପଞ୍ଚତୀର୍ଥ ସେବାୟତ ସାବୁତ ନିଯୋଗ ଇଷ୍ଟେଟ,ପୁରୀ
ପୁରୀ ର ପଞ୍ଚତୀର୍ଥ ଏଠାରେ ଅସ୍ଥି ବିସର୍ଜନ,ପିଣ୍ଡ ଦାନ,ଶ୍ରାଦ୍ଧ,ତର୍ପଣ,ପ୍ରାୟଶ୍ଚିତ ତଥା ସମସ୍ତ ପ୍ରକାର ପିତୃ କାର୍ଯ୍ୟ କରାଯାଏ | Panchatirtha of Puri Asthi bisarjan, Pind Daan and all types of ancestral rituals are performing here.
Why should we do here?
ପିତୃ କର୍ମ ପାଇଁ କେବଳ ପଞ୍ଚତୀର୍ଥ କାହିଁକି ?
ସମସ୍ତ ପ୍ରକାର ପିତୃ କାର୍ଯ୍ୟ ସମାପନ ପାଇଁ ପୁରୀ ର ପଞ୍ଚତୀର୍ଥ ହିଁ ଏକ ମାତ୍ର ସ୍ଥାନ ଯାହା କି ପୁରାଣ ଭିତ୍ତିକ,ତତ୍ତ୍ଵ ଭିତ୍ତିକ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ରେକର୍ଡ ଅନ୍ତର୍ଭୁକ୍ତ ଅଟେ ।ସ୍ଵୟଂ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁଠାରେ ରୀତିନୀତି ଅନୁଷ୍ଠିତ ହୁଏ ସେଠାରେ ନିଜର ପିତୃ ପୁରୁଷଙ୍କ କର୍ମ କରି ସାନିଧ୍ୟ ଲାଭ କରନ୍ତୁ।
Panchatirth of Puri is the only place for concluding all types of ancestral rituals which comes under the records of Purana, Tatva and Shri Jagannath Temple. Where the rituals are performed according to Mahaprabhu Jagannath Ji himself, you can benefit from his company by liberating your forefathers.
LIST OF TIRTHAS IN PANCHATIRTHA
ଶ୍ରୀ ମନ୍ଦିର ପଞ୍ଚତୀର୍ଥ
ମହୋଦଧି,ଇନ୍ଦ୍ରଦ୍ୟୁମ୍ନ,ଶ୍ଵେତଗଙ୍ଗା,ମାର୍କଣ୍ଡ,ଚକ୍ରତୀର୍ଥ
SEA BEACH
ମହୋଦଧି
INDRADYUMNA
ଇନ୍ଦ୍ରଦ୍ୟୁମ୍ନ
SWETAGANGA
ଶ୍ଵେତଗଙ୍ଗା
MARKANDA
ମାର୍କଣ୍ଡ
CHAKRATIRTHA
ଚକ୍ରତୀର୍ଥ
THE DEEDS WE DO
ଏଠାରେ ହେଉଥିବା କର୍ମ
ASTHI BISARJAN
ଅସ୍ଥି ବିସର୍ଜନ
PINDA DANA
ପିଣ୍ଡ ଦାନ
PRAYASCHITA
ପ୍ରାୟଶ୍ଚିତ
.
TARPANA
ତର୍ପଣ
SANKALPA
ସଂକଳ୍ପ
MANASHIKA MUNDAN
ମାନସିକ
ବାଳପକା
EXTRA SERVICES
ଅନ୍ୟାନ୍ୟ କର୍ମ
BRAHMAN BHOJAN
ବ୍ରାହ୍ମଣ ଭୋଜନ
SHUDHI KRIYAA
ଶୁଦ୍ଧିକ୍ରିୟା
TIRTHA DANA
ତୀର୍ଥଦାନ
MARRIAGE AND THREAD CEREMONY
ବିବାହ ଓ ଉପନୟନ
WHY CHOOSE SABUTA NIJOG?
କେବଳ ପଞ୍ଚତୀର୍ଥ ସାବୁତ ନିଯୋଗ କାହିଁକି?
ପିତୃ କାର୍ଯ୍ୟ,ସଂକଳ୍ପ ଭଳି ସମସ୍ତ ତୀର୍ଥ କର୍ମ କେବଳ ପଞ୍ଚତୀର୍ଥ ର ସାବୁତ ନିଯୋଗ ଦ୍ଵାରା ହିଁ କରାଯାଏ ଏବଂ ଏହା ଆଇନଗତ।ଏଠାରେ କର୍ମ କରିବା ପାଇଁ ଆପଣଙ୍କୁ ସବୁ ସୁବିଧା ପ୍ରଦାନ କରାଯାଇଥାଏ । ତେଣୁ ଭୁଲ ବ୍ୟକ୍ତିବିଶେଷ ଙ୍କ ସଂସ୍ପର୍ଶରେ ଆସି ଅନ୍ୟ କେଉଁଠି କର୍ମ କରନ୍ତୁ ନାହିଁ କି ନିଜ ପିତୃ କର୍ମ କରି ସାନିଧ୍ୟ ବଦଳରେ ପାପ ର ଭାଗାରି ହୁଅନ୍ତୁ ନାହିଁ।
All the works of the Tirtha like Pitra Karya, Sankalp etc. are governed by the Sabut Nijog of Panchatirtha and they are part of the law. Here all kinds of arrangements for puja are done in advance. Therefore, beware of frauds and get the benefit of company by doing your deeds in Panchatirtha.
MAHAPRABHU NARAYAN SAGAR BIJE
ମହାପ୍ରଭୁ ନାରାୟଣ ଙ୍କ ସାଗର ବିଜେ
ପ୍ରତ୍ୟେକ ଅମାବାସ୍ୟା ରେ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ନାରାୟଣ ମହାପ୍ରଭୁ ମହୋଦଧି ତୀର୍ଥ କୁ ବିରାଜ କରି ସାଗର ବିଜେ ନୀତି ସମାପନ କରନ୍ତି।
ସାଗର ବିଜେ ସମୟରେ ସାବୁତ ନିଯୋଗ ଦ୍ଵାରା ପଣାଭୋଗ ନୀତି ଅନୁଷ୍ଠିତ ହୁଏ।
Every Amavasya, Mahaprabhu Narayan leaves the temple and sits at Mahodadhi Tirtha for Sagar Bije Niti.
Panabhog Niti for the Lord is completed by Sabuta Nijog.
Number of satisfied customers
କର୍ମ କରିଥିବା ଯଜମାନ ଙ୍କ ସଂଖ୍ୟା
50M+
Number of services offered
20+
Number of sebayat
ସେବାୟତ ଙ୍କ ସଂଖ୍ୟା
79
Number of locations
5
What our jajman say
ଆମ ଯଜମାନଙ୍କ ବାକ୍ୟ
Came here to perform “pinda dan” of my brother-in-law deepak ku das.Services rendered by Sabuta nijog is marvellous .i wish all success to the nijog.They should keep up their service to mankind for year to come and help the needy peoples.
AJAY KU. JENA
EX ADMINISTRATOR DEV.SJTA
I ATTENDED TODAY FOR MY SISTER ASTHI BISARJAN AT PURI NEAR SAMUDRA KULA.SABUTA NIJOG HELPED US EVERYTHING.I SHALL BI GREATFUL THROUGHOUT MY LIFE I WISH HIM SUCCESS IN LIFE
PRADYUT KU.MOHANTY
PATIA,BBSR
ଆଜି ଅସ୍ଥି ବିସର୍ଜନ ପାଇଁ ମୁଁ ବଡବାପା ବୋଉଙ୍କ ଅସ୍ଥି ନେଇ ଆସିଥିଲୁ| ପୂଜା କୁ ସୁନ୍ଦର ଭାବରେ କରାଗଲା ,ସେଥିପାଇଁ ସମସ୍ତ ପୂଜକ ମାନଙ୍କୁ ଧନ୍ୟବାଦ |
EX COLLECTOR
JAGATSINGHPUR
click to whatsapp us
+918249825525
click to call us
+918249825525
CLICK TO GET ADRESS ON MAP
MAIN OFFICE,SEA BEACH NEAR CHAITANYA CHHAK,PURI,ODISHA,752001
Ready to Make Your Ideas Come to Life?
ଆସନ୍ତୁ ଆମ ସହ ଯୋଡି ହୁଅନ୍ତୁ
F.A.Q.
Frequently Asked Questions
SABUTA NIJOG all type of pitrukarma like asthi visarjan,pinda dana
You can reach SABUTA NIJOG by email at sabutanijogestate@gmail.com or by phone at 8249825525.
While SABUTA NIJOG is based near Chaitanya chhak, we offer our services in multiple locations and can assist you with your property needs.